ଧ୍ବନି:
ପ୍ରକୃତି ରାଜ୍ୟରେ ଅହରହ ଧ୍ବନି ଲାଗି ରହିଛି। ପବନ 'ସୁସୁ' ବହୁଛି, ଝରଣା 'ଝର୍ ଝର୍' ଝରୁଛି। ଏତଦବ୍ୟତୀତ ପଶୁ ପକ୍ଷୀମାନଙ୍କ ବିଭିନ୍ନ ପ୍ରକାର ଧ୍ବନି କରିଥାନ୍ତି ।ଏପରିକି ଉଦ୍ଭିଦ ଜଗତ ର ମଧ୍ଯ ଅତ୍ଯନ୍ତ ଅସ୍ପଷ୍ଟ ଧ୍ବନି ରହିଛି। ସମସ୍ତ ପ୍ରାଣୀମାନଙ୍କର ଅନ୍ତରୀଣ ବା ପ୍ରକାଶିତ ଧ୍ବନିଥାଏ। ଏହି ଧ୍ବନି ପ୍ରାଣୀମାନଙ୍କ ପ୍ରାଣସତ୍ତାର ସୂଚନାଦିଏ।ଆମର ନିଃଶ୍ବାସ ପ୍ରଶ୍ବାସ ମଧ୍ଯ ନିଦ୍ଦିର୍ଷ୍ଟ ଧ୍ବନି ରହିଛି।
No comments:
Post a Comment