ଓଡ଼ିଆ ବହି

ସମସ୍ତ ପ୍ରକାର ଓଡ଼ିଆ ମଜା କଥା ଓ କଥାଚିତ୍ର ଏଠାରେ ଉଲ୍ଲେଖ କରାଯାଇଥାଏ । ଆପଣଙ୍କୁ ଅନୁରୋଧ ସମସ୍ତ କାବ୍ୟ କୁ ପଢି ମଜା ନିଅନ୍ତୁ।।।।

Friday, 20 April 2018

ଗାଜର ର ସାତ ଗୋଟି ତରିକ ଯାହା ଆମ ଶରୀର ସହାୟତା କରିଥାଏ |

Carrot Benefit
Carrot Benefit


ଗାଜର ଗୋଟିଏ ପପୁଲାର୍  ପରିବା ଆମ ପୃଥିବୀର ଯାହା କଂଚା , ରୋଷେଇ ଏବଂ ଜୁସ୍ କରି ଖାଇବା ପାଇଁ ବ୍ୟବହୃତ କରନ୍ତି |ଗାଜର ପୃଥିବୀରେ ସମସ୍ତ ଜଗାରରେ ଚାସ କରାଯାଇଥାଏ |
ଗାଜର ଦେଖିବାକୁ କମଳା ରଂଗ ର | କିନ୍ତୁ ଏହା ଅଲଗା କଲର୍ ମଧ୍ୟ ଦେଖା ଯାଇଥାଏ | ଏହା ମଧ୍ୟ ଫିକା ବାଇଗଣୀ , ହଳଦିଆ ଏବଂ ଫିକା ନାଲି ହୋଇଥାଏ |ଏହା ସମସ୍ତ ସାଧାରଣ ବଜାର ରେ  ମଧ୍ୟ ଦେଖାଯାଇଥାଏ |
ଗାଜର ଏମିତି କଲର ହେବାର କାରଣ ଏହା ମଧ୍ୟ ରେ ଆଣ୍ଟି-ଅସ୍କିଡେଣ୍ଟ୍ ଥାଏ ଏହା କୁ ମଧ୍ୟ କୁହାଯାଏ କ୍ୟାରଟିନୋଏଡ଼ | ଏକ ରୁ କାଧିକ କ୍ୟାରନଏଡ଼ ବେଟକ୍ୟାରଟିନ୍ ଅଟେ | କେତେକ ଶିକ୍ଷାୟତ ବହି ରେ ଲେଖା ହୋଇଛି ବିଟା କ୍ୟାରଟିନ୍ ଶରୀର ର ରୋଗ ପ୍ରତିରୋଧ ଶକ୍ତି ବଢାଇ ଥାଏ , ଚର୍ମ ଏବଂ ଆଖି କୁ ସୁରକ୍ଷିତ ରଖିଥାଏ | ଏମିତିକି ଏହା ମଧ୍ୟ ରେଡିକଲ୍ କ୍ଷୟ ରୁ ସୁରକ୍ଷିତ ରଖିଥାଏ | ଏହା ସମସ୍ତ ପ୍ରକାରର କ୍ରୋନିକ୍ ଡିଜିଜ୍ ଯାହାକି କ୍ୟନସର୍ ଏବଂ ହାର୍ଟ୍ ଡିଜିଜ୍ ଭଳି ରୋଗ କୁ ଭଲ କରିଥାଏ | 

ଗାଜର ଏବଂ ଗାଜର ଜୁସ୍ ର ବିଶ୍ଲେଷଣ 

ଗାଜର ଖାଇଲେ ଆମ ଶରୀର ର କୁ ପ୍ରଚୁର ପରିମାଣ ରେ ଭିଟାମିନ୍ - ଏ ଯୋଗାଇଥାଏ | ଏହା ମଧ୍ୟରେ କିଛି ପରିମାଣ ରେ  ଭିଟାମିନ୍ -ସି , ଭିଟାମିନ୍ -ଡି ,  ଭିଟାମିନ୍-ଇ ଏବଂ ଭିଟାମିନ୍ - କେ ମଧ୍ୟ ମିଳିଥାଏ |

ଗାଜର ଖାଇବାର ସାତ ଗୋଟି ଲାଭ 

ଯଦି ଆପଣ ପ୍ରତ୍ୟେକ ଗାଜର ଖାଆନ୍ତି ତାହେଲେ ଏହା ବହୁତ ଭିଟାମିନ୍ ସହିତ ଦେହ କୁ ସତେଜ ରଖିବାରେ ସହାୟତା କରିଥାଏ |

୧ . ଆଖି କୁ ଭଲ ରଖିଥାଏ 

ଏହା ମଧ୍ୟ ରେ ତିନି ଗୋଟି କ୍ରୁସିଅଲ୍ ଅଛି ଯାହା ବେଟା କ୍ୟାରଟିନ୍ ଲୁଟେନ୍ ଏବଂ ଜେକ୍ଯଥିନଂ ସହିତ କ୍ୟରଟ୍ ଅଖି ର ଦେଖିବା ଶକ୍ତି କୁ ବଢାଇ ଥାଏ | 

୨ . ଅଧିକ ପରିମାଣ ରେ ଆଣ୍ଟି-ଅସ୍କିଡେଣ୍ଟ ଦେଇଥାଏ

ଗାଜର ରେ କ୍ୟରଟିନଏଡ଼ ଥିବାରୁ ଆମ ଶରୀର ର କ୍ଷତି କାରକ ଯେମିତିକି ଫ୍ରି ରେଡିକାଲ୍ ଡିଜିଜ୍ ରୁ ମୁକ୍ତି ଦେଇଥାଏ |

୩ . ହୃତପିଣ୍ଡ ଜାତା ରୋଗରୁ ମୁକ୍ତି 

ଯଦି ଆପଣ ପ୍ରଚୁର ପରିମାଣ ରେ କମଳା କଲର ଗାଜର ଖାନ୍ତି ତାହେଲେ ଆପନନକର କାଡିଓ ଭାସ୍କୁଲାର୍ ଡିଜିଜ୍ ଥାଏ ତହେଲ୍ ଦୁର ହୋଇଯିବ | ଆପନଂକ ଦେହ ରେ ଚର୍ବୀ କୁ କମିବାରେ ସହାୟତା କରିଥାଏ |

୪ . କ୍ୟନସର୍ ରୁ ବଂଚିତ କରିଥାଏ 

ଗାଜର ମଧ୍ୟ ରେ ଆଣ୍ଟି ଅସ୍କିଡେଣ୍ଟ ଥିବାରୁ ମୁଖ୍ୟତଃ ଓଭାରିୟାନ୍ ଏବଂ ବ୍ରେଷ୍ଟ କ୍ୟାନସର୍ ରୁ ରାକ୍ଷ କରିଥାଏ  | ଆଣ୍ଟି ଅସ୍କିଡେଣ୍ଟ ମଧ୍ୟ ଲେଉକେମିଆ ସେଲ୍ କୁ ନଷ୍ଟ କରିଥାଏ ତେଣୁ ଏହା କ୍ୟନସର୍ ରୁ ସୁରକ୍ଷିତ ରକିଥାଏ |

୫ . ପାଟି ଏବଂ ଦାନ୍ତ  କୁ ସୁରକ୍ଷା ଦିଏ 

ଗାଜରରେ ନିୟୁଟ୍ରେନ୍ ଥିବାରୁ ଆମ ପାଟି ଏବଂ ଦାନ୍ତ ରହିଜୁଥିବା ବ୍ୟକ୍ଟେରିଆ କୁ ହଟାଇ ଦେଇଥାଏ | ଦାନ୍ତ କୁ ମଜଭୁତ୍ କରିବାରେ ସହାୟତା କରିଥାଏ |


୬ . ଶରୀର କୁ ସୁନ୍ଦର ରଖିଥାଏ

ବେଟା କ୍ୟାରଟିନ୍ ଥିବାରୁ ଶରୀର ସ୍କିନ୍ ର ସେଲ୍ କୁ ମଜଭୁତ୍ ରଖିବା ସହିତ ମନ କୁ ସ୍ଥିର ରଖିଥାଏ |

୭ . ବ୍ରେନ୍ କୁ ସୁରକ୍ଷିତ ରଖିଥାଏ 

ଗାଜର ଏବଂ ଗାଜର ଜୁଶ୍ ଆମ ଶରୀର ସ୍ମରଣ ଶକ୍ତି ବଢାଇ ଥାଏ | ଗାଜର ମୁଣ୍ଡ ର ରାକ୍ଷ ସହିତ ଯେ କୌଣସି କାମ କରିବାକୁ ଇଛା ଶକ୍ତି କୁ ବଢାଇ ଥାଏ |

No comments:

Post a Comment