ଓଡ଼ିଆ ବହି

ସମସ୍ତ ପ୍ରକାର ଓଡ଼ିଆ ମଜା କଥା ଓ କଥାଚିତ୍ର ଏଠାରେ ଉଲ୍ଲେଖ କରାଯାଇଥାଏ । ଆପଣଙ୍କୁ ଅନୁରୋଧ ସମସ୍ତ କାବ୍ୟ କୁ ପଢି ମଜା ନିଅନ୍ତୁ।।।।

Friday, 20 April 2018

ଆପଣଙ୍କର ମୋବାଇଲ୍ ର ଚାର୍ଜ୍ ବଢାଇବର ବେଷ୍ଟ୍ ଟ୍ରିକ୍ |



ଆପଣ ଏହି ପୋଷ୍ଟ ମାଧ୍ୟମରେ ଜାଣିପାରିବେ କେମିତି ନିଜ ମୋବାଇଲ୍ ବଟେରୀ କୁ ଅଧିକ ସମୟ ଚାର୍ଜ୍ ରଖିପାରିବେ | ଯଦି ଆପଣ ତଳେ ଦିଆଯାଇଥିବା ଟ୍ରିକ୍ କୁ ବ୍ୟବହାର କରନ୍ତି ତା ହେଲେ ଆପଣ ମୋବାଇଲ୍ ର ବଟେରୀ କୁ ଅଧିକ ଚାର୍ଜ୍ ରଖିପାରିବେ ଏବଂ ତଳେ ଥିବା ଭିଡିଓ ଦେଖି ମଧ୍ୟ ଜାଣିପାରିବେ |


ମୋବାଇଲ୍ ଚାର୍ଜ୍ ସରିବାର କାରଣ କଣ ?

ଯେତେବେଳେ ଆପଣ ଗୋଟିଏ ମୋବାଇଲ୍ କିଣିଥାନ୍ତି ସେତେବେଳେ ଆପଣକ ମୋବାଇଲ୍ ର ସମସ୍ତ ଅପ୍ପ୍ଲିକେସନ୍ ଏବଂ ମେମୋରୀ ର ପରିମାଣ ସମ୍ପୁର୍ଣ ଭାବରେ ଫ୍ରି ଥାଏ | ତେଣୁ ଆପଣକ ମୋବାଇଲ୍ ଭଲ ଭାବରେ ଚାଲିଥାଏ | ଯେତେବେଳେ ଆପଣକ ମୋବାଇଲ୍ ୧ ବର୍ଷ ରୁ ଅଧିକ ହୋଇଯାଏ ସେତେବେଳେ ମୋବାଇଲ୍ ର ବଟେରୀ ର ଚାର୍ଜ୍ ରଖିବାର କପସିଟି କମି ଯାଇଥାଏ | କହିକିନା ମୋବାଇଲ୍ ର ମେମୋରୀ ଏବଂ ପ୍ରୋସେସର ର ଜଂକ୍ ଫାଇଲ୍ ଅଧିକ ହୋଇଯାଏ | ମୋବାଇଲ୍ ର Background ରେ ଅଧିକ ପରିମାଣ ରେ ଆପ୍ଲିକେସନ୍ ଚାଲୁ ଥାଏ , ତେଣୁ ଅଧିକ ଚାର୍ଜ୍ ସରିଥାଏ |

ମୋବାଇଲ୍ ର ଚାର୍ଜ୍ କେମିତି ବଢାଇବେ ..

୧ . ମୋବାଇଲ୍ ର Background ରେ ଚାଲୁଥିବା ଆପ୍ଲିକେସନ୍ କୁ ବନ୍ଦ କରନ୍ତୁ |

Background ରେ ଚାଲୁ ଥିବା ଆପ୍ଲିକେସନ୍ ବନ୍ଦ କରିବାକୁ ହେଲେ ତଳେ ଦିଆଯାଇ ଥିବା ପ୍ରଣାଳୀ କୁ ବ୍ୟବହାର କରନ୍ତୁ |



ଆପଣକ ମୋବାଇଲ୍ ରେ ଗୋଟେ ଅପ୍ପ୍ଲିକେସନ୍ ଡାଉନଲୋଡ କରନ୍ତୁ | ଆପ୍ଲିକେସନ୍ ନାମ ହେଉଛି - ShutApp - Real Battery Saver |
ଆପ୍ଲିକେସନ୍ ର ନାମ କୁ କ୍ଲିକ ଡାଉନଲୋଡ କରନ୍ତୁ | ଡାଉନଲୋଡ କଲାପରେ ତାକୁ ଖୋଲନ୍ତୁ |

ଆପଲିକେଆନ୍ ଖୋଲିଲା ପରେ ଆପଣକ ମୋବାଇଲ୍ ର ଅନୁମତି ଦେଇ ଖୋଲନ୍ତୁ | ତା ପରେ ଆପଣ ଦେଖିପାରିବେ ମୋବାଇଲ୍ ଯେତେ ଅପ୍ପ୍ଲିକେସନ୍ ଥିବା ଆପଣ ଦେଖି ପାରିବେ , ସମସ୍ତ ଅପ୍ପ୍ଲିକେସନ୍ କୁ Background ବନ୍ଦ କରିବାକୁ ହେଲେ ଗୋଲାକାର ବଟମ୍ କୁ କ୍ଲିକ କରି  ସମସ୍ତ ଆପ୍ଲିକେସନ୍ କୁ ବନ୍ଦ କରନ୍ତୁ | 

୨ . ମୋବାଇଲ୍ ଚାର୍ଜ୍ କରିବାର ତାରିକ 

ଆପଣ ଯେତେବେଳେ ଚାର୍ଜ୍ ବସାନ୍ତି ସେତେବେଳେ ଆପଣକୁ ଧ୍ୟାନ ଦେବାକୁ ପଡିବ | ଆପଣଙ୍କ ମୋବାଇଲ୍ କୁ ୩୦% ରୁ କମ୍ ଚାର୍ଜ୍ ରଖିବେ ନାହିଁ ଏବଂ ୯୦% ରୁ ଅଧିକ ଚାର୍ଜ୍ କରନ୍ତୁ ନାହି |

୩ . ମୋବାଇଲ୍ ର ଚଲା ଚଳ 

ଆପଣ କେବେ ବି ସମନ୍ ସମୟ ରେ ଏକାଧିକ ଅପ୍ପ୍ଲିକେସନ୍ ବ୍ୟବହାର କରନ୍ତୁ ନାହିଁ  | ଯଦି ଆପଣ ଏହି ଭୁଲ୍ କରନ୍ତି ମୋବାଇଲ୍ ର ଚାର୍ଜ୍ ଅଧିକ ସରିଥାଏ ଏବଂ ମୋବାଇଲ୍ Process ମଧ୍ୟ Slow ହୋଇଥାଏ |

୪ . ମୋବାଇଲ୍ ର Brightness 

ଯଦି ଆପଣ ମୋବାଇଲ୍ ର Brightness ଅଧିକ ଦେଇ ବ୍ୟବହାର କରନ୍ତି ତାହେଲେ ମଧ୍ୟ ଅଧିକ ଚାର୍ଜ୍ ସରିଥାଏ | ସଦାବେଳେ କମ୍ Brightness ଦେଇ ମୋବାଇଲ୍ ବ୍ୟବହାର କରନ୍ତୁ |

୫ . ମୋବାଇଲ୍ ର wallpaper 

ଯଦି ଆପଣ ଲାଇଟ୍ wallpaper ବ୍ୟବହାର କରନ୍ତି ତା ହେଲେ ମଧ୍ୟ ଅଧିକ ଚାର୍ଜ୍ ସରିଥାଏ | ତେଣୁ black କଲର୍ wallpaper ବ୍ୟବହାର କରନ୍ତୁ |
     ଆପନଂକ ମୋବାଇଲ୍ ର ସମସ୍ତ ଜଂକ୍ ଫାଇଲ୍ ଡିଲିଟ୍ କଲେ ଆପନନକର ଚାର୍ଜ୍ ଭଲ ରହିଥାଏ | ଆପଣ ଜଂକ୍ ଫାଇଲ୍ କୁ ରିମୁଭ୍ କରିବା ପାଇଁ ଆପଣ ପ୍ଲେ ଷ୍ଟୋର ରୁ ଭଲ କ୍ଲିୟର୍ କ୍ୟାଚ୍ ଅପ୍ପ୍ଲିକେସନ୍ ଡାଉନଲୋଡ କରିପାରିବେ | ଯଦି ଆପନନକର ମୋବାଇଲ୍ ର ମେମୋରୀ ଅଧିକ ପରିମାଣ ରହେ ତାହେଲେ ମଧ୍ୟ ଅଧିକ ଚାର୍ଜ୍ ମଧ୍ୟ ରଖି ଥାଏ | ମୋବାଇଲ୍ ରେ ଯଦି ଗେମ କମ୍ ଖେଳିବେ ତାହେଲେ ଆପନଂକ ମୋବାଇଲ୍ ର ଲାଇଫ୍ ସ୍ପାନ୍ ଅଧିକ ରହିବା ସହିତ ଚାର୍ଜ୍ ଅଧିକ ରହିବା | ମୋବାଇଲ୍ କୁ ଆପଣ ଯଦି ଅଧିକ ଗରମ୍ ଥିବା ଜାଗା ରେ ରଖିବେ ନାହି ତାହେଲେ ମଧ୍ୟ ମୋବାଇଲ୍ ଚାର୍ଜ୍ ଅଧିକ ରଖିଥାଏ | ଯଦି ମୋବାଇଲ୍ ବିସୟରେ ଆପନଂକୁ କଣ ଅସୁବିଧା ହୁଏ ଆପଣ ତଳେ ଥିବା କମେଂଟ୍ ବୋସ୍କ ରେ ଲେଖନ୍ତୁ | ଆମ ତରଫରୁ ସମାଧାନ ଦେବାପଈ ଚେଷ୍ଟା କରିବୁ ଏବଂ ଆପନଂକୁ ଏହି ପୋଷ୍ଟ୍ ଭଲ ଲଗେ ଆପନଂକ ସାଂଗ ପାଖକୁ ସେୟାର୍ କରନ୍ତୁ ଲାଇକ୍ କରନ୍ତୁ ...

No comments:

Post a Comment