ଭାଷା (Language ):-
ମନୁଷ୍ଯ ପକ୍ଷରେ ଭାଷା ହେଉଛି ଅମୂଲ୍ଯ ସମ୍ପଦ।ଭାଷା ସାହାଯ୍ଯରେ ମନୁଷ୍ଯ ନିଜର ମନୋଭାବକୁ ଅନ୍ଯ ନିକଟରେ ପ୍ରକାଶ କରେ ଏବଂ ଅନ୍ୟମାନଙ୍କର ଭାବକୁ ବୁଝିପାରେ।ତେଣୁ ଭାବ ବା ଚିନ୍ତାର ଆଦାନପ୍ରଦାନ ପାଇଁ ଏହା ହେଉଛି ବଳିଷ୍ଠ ମାଧ୍ଯମ ।ଭାଷା ଦ୍ବାର କେବଳ ଆଦାନପ୍ରଦାନ ହୁଏ ନାହି ।ଅଧିକନ୍ତୁ ତଦ୍ଦ୍ଵାରା ମଣିଷ ନିଜ ମନର ବିଭିନ୍ନ ଭାବ ଓ ଚିନ୍ତା ମଧ୍ଯ ସୃଷ୍ଟି କରିଥାଏ ।'ମନ' ହେଉଛି ଆମ ଚିନ୍ତାଧାରାର ଓ ଭାବନାର ମୂଳ।ପ୍ରତି ମୂହୁର୍ତ୍ତ ରେ
🔽🔽🔽🔽🔽🔽🔽🔽🔽🔽🔽🔽🔽🔽🔽🔽🔽
କେତେକେତେ ଚିନ୍ତାର ତରଙ୍ଗ ଉଠୁଛି।ଭାଷା ସାହାଯ୍ଯ ରେ ଆମ ନୂତନ ନୂତନ ଭାବରେ ଚିନ୍ତା କରିଥାଉ ଓ ସେହି ଚିନ୍ତା କୁ ମଧ୍ଯ ପ୍ରକାଶ କରିଥାଉ।ତେଣୁ ଭାଷାର ଦୁଇଟି ଦିଗ ରହିଛି।
ତାହେଲେ- ଏହା ଭାବ ବା ଚିନ୍ତା ସୃଷ୍ଟି କରିବାରେ ସାହାଯ୍ଯ କରେ ଏବଂ ଭାବକୁ ବୁଝିବାରେ ସାହାଯ୍ଯ କରେ। this is the Odia language introduction.
ଏହି ମନନଶିଳତା ବା ଚିନ୍ତା କରିବାର କ୍ଷମତା ପ୍ରାଣୀମାନଙ୍କ ମଧ୍ୟରେ ମଣିଷକୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି।ସେଥିପାଇଁ ସେ ଶ୍ରେଷ୍ଠ ସ୍ଥାନ ଲାଭ କରିଛି।ଶିକ୍ଷା , ସଂସ୍କୃତି,ସଭ୍ଯତା, ସବୁକିଛି ଏହି ଚିନ୍ତାଶୀଳତା ହେତୁ ସମ୍ଭବ ହୋଇଛି। ଭାଷା ବ୍ଯତିରେକ ଏହା ହୋଇ ପାରିବ ନାହିଁ। ପଶୁପକ୍ଷୀମାନଙ୍କର କେତକ ପ୍ରବୃତ୍ତିମୂଳକ ଧ୍ବନି ରହିଛି।

Bekar
ReplyDelete