ଓଡ଼ିଆ ବହି

ସମସ୍ତ ପ୍ରକାର ଓଡ଼ିଆ ମଜା କଥା ଓ କଥାଚିତ୍ର ଏଠାରେ ଉଲ୍ଲେଖ କରାଯାଇଥାଏ । ଆପଣଙ୍କୁ ଅନୁରୋଧ ସମସ୍ତ କାବ୍ୟ କୁ ପଢି ମଜା ନିଅନ୍ତୁ।।।।

Friday, 20 April 2018

ଚାଣକ୍ୟ କହିଯାଇଥିବା ମନୁଷ୍ୟର ନୀତିବାଣୀ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିପାରେ




୧ . କାହାଠୁ ଦୁରାଇ ରହିବ ଦରକାର:

ଦୁଷ୍ଟ ପତ୍ନୀ , ମିଛ ମିତ୍ର , ବଦମାସ ନୌକର ଆଉ ସାପ ସହିତ ରହିବା ସାକ୍ଷାତ ମୃତୁ ସହିତ ସମାନ ଅଟେ |

୨ . କଣ କରିବା ଦରକାର

ଭବିଷ୍ୟତ ରେ ଆସୁଥିବା ଖରାପ ସମୟ ପାଇଁ ଧାନ ସଂଚୟ କର | ଏମିତି ଭାବ ନାହିଁ ଯେ ଧନୀ ଲୋକର ଖରାପ ସମୟ ଆସିବା ? ଯେବେ ଧନୀ ଛାଡିକି ଚାଲିଯାଏ ସେତେବେଳେ ସଂଚିତ ଧାନ ମଧ୍ୟ ବହୁତ ଜଲଦି କମିବାରେ ଲାଗେ |

୩. କଉଠି ରହିବ ଦରକାର

ସେହି ଦେଶ ରେ ରୁହନାହିଁ ଯେଉଁଠି ଆପଣଙ୍କର ସମ୍ମାନ କରେ ନାହିଁ , ଯେଉଁଠି ଆପଣ ରୋଜଗାର କରିପାରିବେ ନାହିଁ , ଯେଉଁଠି ଆପଣଙ୍କର ମିତ୍ର ନାହାନ୍ତି ଆଉ ଆପଣ କୌଣସି ଜ୍ଞାନ ଅର୍ଜନ କରି ପାରିବେ ନାହିଁ |

୪ . କେତେବେଳେ କାହାକୁ ପରୀକ୍ଷା କରିବା ଦରକାର

ଚାକରର ପରୀକ୍ଷା ସେତେବେଳ କର ଯେତେବେଳେ ସେ ନିଜର କର୍ତବ୍ୟ ର ପାଳନ ଭଲ ଭାବରେ କରୁ ନ ଥିବା , ନିଜ ବନ୍ଧୁ ମାନଙ୍କର ସେତେବେଳେ କର ଯେତେବେଳେ ନିଜ ଅସୁବିଧାରେ ଥିବା , ସାଙ୍ଗ ମାନଙ୍କର ପରିକ୍ଷା ବିପରୀତ ପରୀସ୍ଥିତି ରେ କର , ଆଉ ଯେତେବେଳେ ଆପଣଙ୍କର ଖରାପ ସମୟ ଚାଲୁଥିବ ସେତେବେଳେ ନିଜର ସ୍ତ୍ରୀ ର ପରୀକ୍ଷା କର |

2 comments: