ଆସନ୍ତୁ ଜାଣିବା ଆପଣ କେମିତି ମୋବାଇଲ୍ ରେ ଭଡିଓ ଏଡିଟ୍ କରିପରିବେ | ଆପଣ ସମସ୍ତ Android ଭରସନ୍ ୬.୦ ରୁ ଅଧିକ ଥିବା ମୋବାଇଲ୍ ରେ ଭିଡିଓ ଏଡିଟ୍ କରିପାରିବେ | ଆଜି ଆପଣଙ୍କ ୫ ଗୋଟି ଆପ୍ଲିକେସନ୍ ବିସୟରେ କହିବି ଯାହା ଦୋରା ଆପଣ ଭଲ ଭାବରେ ଭିଡିଓ ଏଡିଟ୍ କରିପାରିବେ | ଆପନଂକୁ ସମସ୍ତ ଅପ୍ପ୍ଲିକେସନ୍ ର ଲିଂକ୍ ମଧ୍ୟ ମିଳିଯିବ | ଆପନଂକୁ କିଛି ନୁୟ ଟିପସ୍ ମଧ୍ୟ କୁହାଯିବ ଯାହା ଫଳରେ ଭଲ ଭାବରେ ଭିଡିଓ ଏଡିଟ୍ କରିପାରିବେ | ସମସ୍ତ ଅପ୍ପ୍ଲିକେସନ୍ ମଧ୍ୟ ଅପନଂକୁ ପ୍ଲେ ସ୍ଟୋରେ ମଧ୍ୟ ମିଳିଯିବ | ଆପଣ ଯଦି ଭଲ ଭାବରେ ଜାଣିବାକୁ ହେଲେ ସମ୍ପୁର୍ଣ ଭାବରେ ଏହି ପୋଷ୍ଟ୍ ପଢନ୍ତୁ |
ଆସନ୍ତୁ ଜାଣିବା ୫ ଗୋଟି ଭିଡିଓ ଏଡିଟର୍ ଅପ୍ପ୍ଲିକେସନ୍ ବିଷୟରେ |
୧ . କିନେମାଷ୍ଟର୍ ଭିଡିଓ ଏଡିଟର୍
ଆପନଂକୁ ପ୍ଲେ ଷ୍ଟୋର ମଧ୍ୟରେ ସବୁଠୁ ବେଷ୍ଟ୍ ଭିଡିଓ ଏଡିଟର୍ ଅପ୍ପ୍ଲିକେସନ୍ ହେଉଛି କିନେମାଷ୍ଟର୍ ଭିଡିଓ ଏଡିଟର୍ | ଆପଣ ଏହି ଆପ୍ଲିକେସନ୍ ଦୁଆର ପ୍ରୋଫେସୋନାଲ୍ ଭିଡିଓ ଏଡିଟ୍ କରିପାରିବେ |
ଏହି ଆପ୍ଲିକେସନ୍ ରେ ସମସ୍ତ ଫିଚର୍ ମିଳିଯିବ ଯାହା ଭିଡିଓ ଏଡିଟ୍ ସମୟରେ ଦରକର୍ ହୋଇଥେଏ | ଯେମିତିକି ମଲଟି ଲେୟାର୍ , ୩ ଡି ଏଫେଟ୍ , ଭିଡିଓ କଟିଂଗ୍ , ଅଡିଓ ଆଡ଼ , ଅଡିଓ ବଦଳ ଏହିପରି ସମସ୍ତ ଫିଚର୍ ଅପନଂକୁ ମିଳିଯିବ | ଏଠାରେ ଆପଣ Facebook , Youtube Etc.
ର ଭିଡିଓ କରିପାରିବେ |
ସପୋର୍ଟ୍ ଫୋରମର୍ଟ୍
ଏଠାରେ ଭିଡିଓ ର MP4, 3GP, MOV ର ଫୋରମାଟ୍ ସୋପର୍ଟ୍ କରିଥାଏ ଏବଂ ଓଡିଓ ର MP3
• M4A
• AAC
• WAV
• AAC
• WAV
ଫୋଟ ର
• JPEG
• PNG
• WebP
• BMP
• GIF(still image only)
• PNG
• WebP
• BMP
• GIF(still image only)
ସୋପୋର୍ଟ୍ କରିଥାଏ |
ଭିଡିଓ ଏସକପୋଟ୍
ଏଠରେ ଆପଣ MP4 ଗୋଟିଏ ଫୋରମର୍ଟ୍ ର ବିଦେଓ ଏଚଡି ର ମିଳିଥାଏ
୨ . ପାଓ୍ଵାର ଡାଇରେକ୍ଟର (PowerDirector Video Editor App: 4K, Slow Mo & More)
ଆପଣ ଏହି ଆପ୍ଲିକେସନ୍ ମାଧ୍ୟମରେ ଭଲ ଭିଡିଓ ଏଡିଟ୍ କରିପାରିବେ | ଆପନଂକୁ କହି ରଖେ ଆପଣ ଏହି ଆପ୍ଲିକେସନ୍ ରେ ସ୍ଲୋ ମୋସନ୍ , ଭିଡୋ ପଛ ପଟ ବଦଳ କରିପାରିବେ | ସମସ୍ତ ମୋବାଇଲ୍ ରେ ଭିଡିଓ ପଛପଟ ବଦଳ କରିହେବନୀ | ଯେଉ ମୋବାଇଲ୍ ର ୬.୦ ରୁ ଅଧିକ ଭାରସୋଂ ଅଛି ତା ହେଲେ ବଦଳ କରିହେବ |
ଏହି ଆପ୍ଲିକେସନ୍ ଡାଉନଲୋଡ କରନ୍ତୁ :- କ୍ଲିକ୍ କର
ଆପଣ ଏହି ଭିଡିଓ ଏଡିଟର୍ ଫୋଟୋ ସ୍ଲାଇଡ୍ କରିପାରିବେ ଅଡିଓ ବଦଳ କରି ପାରିବେ | ଆପଣ ଏହି ଅପ୍ପ୍ଲିକେସନ୍ ରେ କମ୍ ସମୟ ରେ ଭିଡିଓ ଏଡିଟ୍ ହୋଇପାରିବ | ଏଠାରେ ଭିଡିଓ ଇଫେକ୍ଟ୍ ଦେଇ ସୁନ୍ଦର ଭାବରେ ଏଡିଟ୍ କରିହେବ | ଭିଡିଓ କୋଲେଜ୍ ମଧ୍ୟ କରିପାରିବେ |
ସପୋର୍ଟ୍ ଫୋରମାର୍ଟ୍
ଫୋଟ : JPEG, GIF(still & animated), PNG, BMP, WebP
ଭିଡିଓ : H.263 (.3GP, .MP4, .MKV), H.264 AVC (.3GP, .MP4, .MKV), MPEG-4 SP (.3GP, MP4, MKV), VP8 (.MKV)
ଅଡିଓ : WAV, MP3, MP4, M4A, AAC
୩ . ଆସକନ୍ ଡାଇରେକ୍ଟର୍
ଏଠାରେ ଶୀଘ୍ର ଭିଡିଓ ଏଡିଟ୍ କରିପାରିବେ ଯାହାଫଳ ରେ FACEBOOK ଭଳି ପୋଷ୍ଟ୍ କରି ପାରିବେ | ଏହି ଅପ୍ପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ ତଳେ ଥିବା କ୍ଲିକ୍ କୁ ଦବାଇକି କ୍ଲିକ୍ କର
ସପୋର୍ଟ୍ କରୁଥିବା ମୋଦେଲ୍
Qualcomm Snapdragon 800 or higher
Samsung Exynos 7420 or higher
Nvidia Tegra K1 or higher
MediaTek P10 or higher
Samsung Exynos 7420 or higher
Nvidia Tegra K1 or higher
MediaTek P10 or higher
ସପୋର୍ଟ୍ ଫୋର୍ମାଟ୍
Video:H.263 (.3GP, .MP4, .MKV), H.264 AVC (.3GP, .MP4, .MKV), MPEG-4 SP (.3GP, MP4, MKV), VP8 (.MKV)
Music:WAV, MP3, MP4, M4A, AAC
Music:WAV, MP3, MP4, M4A, AAC


No comments:
Post a Comment