କେମିତି ଏବଂ କହିକି କରିଥାଏ
ଏକ ହଜାରରୁ ଅଧିକ ଆପପ୍ଲିକେସନ୍ ପ୍ଲେ ଷ୍ଟୋର୍ ପିଲାଙ୍କ ପାଠ ପଢା ପାଈ ତିଆରି କରାଯାଇଛି ଯାହା ପିଲାଙ୍କ ପ୍ରାଭେସୀ କୁ ଲିକ୍ କଲା ଭାଲିଆ ଆପ୍ପ୍ଲିକେସନ୍ | ସାତ ଗୋଟି ଆନଲିସ୍ ରିସର୍ଚ କରି ଜାଣିଛନ୍ତି ୬୦୦ ଆପ୍ଲିକେସନ୍ ୧୩ ବର୍ଷ ରୁ କମ୍ ପିଲାଙ୍କ ଅନଲାଇନ୍ ଡାଟା ନିଆ ଯାଉଛି ଯାହା ପିଲାଙ୍କ ଗାଡିୟାନ୍ କୁ ଜଣା ନ ଥାଏ ବୋଲି the Children's Online Privacy Protection Act, or COPPA କହିଛନ୍ତି |
ଯଦି କୌଣସି ଆପ୍ପ୍ଲିକେସନ୍ ଡ଼େଭ୍ଲେପର୍ ୧୩ ବର୍ଷ ରୁ କମ୍ ବୟସ ପିଲାଙ୍କ ସିକ୍ରେଟ୍ ଡାଟା କୁ ବିନା ଗର୍ଡିୟାନ୍ ମତରେ ଅନଲାଇନ୍ ଡାଟା କୁ ବ୍ୟକ୍ ଅପ କରାଯାଏ ତାକୁ ଇଲିଗଲୀ କୁହାଯାଏ | ଯଦି କୌଣସି ଡାଟା ବ୍ୟକ୍ ଅପ କରେ ସେ ପିଲାକୁ ଟ୍ରାକ୍ କରି ମୋଟି ଭେଟ କରିବାରେ ସହଜ ହୋଇଥାଏ | ତେଣୁ the Children's Online Privacy Protection Act, or COPPA ନିୟମ ଅନୁଯାଇ ଏହା ଇଲିଗାଲୀ |
ଯଦି ଆପଣ ଏହି ଭଳି ଅସୁବିଧା ରୁ ମୁକ୍ତି କରିବାକୁ ଚାହୁଥିଲେ ପିଲଂକ୍ ମୋବାଇଲ୍ ର ପେରମିସନ୍ କୁ ମାନେଜ୍ କରନ୍ତୁ | ମାନେଜ୍ କରିବାକୁ ସମସ୍ତ ଆପ୍ପ୍ଲିକେସନ୍ ର ପରମିସନ୍ କୁ ଅଫ୍ କରିବାକୁ ପଡିବ | ତାହେଲେ ମୋବାଇଲ୍ ର ଡାଟା କୁ କେହି ବି ବ୍ୟକ୍ ଅପ କରିପାରିବେ ନାହିଁ |
ଉପରେ ଥିବା ଇମେଜ୍ ଦେଖି ଆପଣ ପେରମିସନ୍ କୁ ମନେଜ୍ କରିପାରିବେ | ଯଦି କୌଣସି ଅସୁବିଧା ହୁଏ ତାହେଲେ ମଧ୍ୟ ଆପଣ ତଳେ ଥିବା କମେଂଟ୍ ବସ ରେ କମେଂଟ୍ କରନ୍ତୁ | ଆପଣ ଯଦି ଏ ଭଳି କିଛି ଜାଣିବାକୁ ଚାହୁଛନ୍ତି ଆମକୁ ଜାଣନ୍ତୁ ଆମେ ଆପଣନକୁ ସେ ଭଳି ଟପିକ୍ ଦେବାକୁ ଚେଷ୍ଟା କରିବୁ |



No comments:
Post a Comment